humane sagar - dhima dhima akhi haye to prema lyrics
humane sagar & dipti rekha padhi dhima dhima akhi haye to prema
ଧିମା+ଧିମା ଆଖି
ମିଠା+ମିଠା ସ୍ୱପ୍ନ
କହେ କେତେ କଥା କିବା ରାତି+ଦିନ
ଜିଉଁଛି ମରୁଛି ମୁଁ, ଦିନ+ରାତି ତୋ ଛୁଆଁରେ
ହାଏ ତୋ ପ୍ରେମ, ତୋ ପ୍ରେମ
ହାଏରେ ମୋତେ ମାରିଦେଲାରେ
ହାଏ ତୋ ପ୍ରେମ, ତୋ ପ୍ରେମ
ହାଏରେ ମୋତେ ମାରି, ମାରି
ହାଏରେ ମୋତେ ମାରି, ମାରି
ହାଏରେ ମୋତେ ମାରିଦେଲାରେ
ଓଦା+ଓଦା ମନ
ମିଠା+ମିଠା ପ୍ରେମ
କହେ କେତେ କଥା କିବା ରାତି+ଦିନ
ଜଳୁଛି ଲିଭୁଛି ମୁଁ ଦିନ+ରାତି ତୋ ପ୍ରେମରେ
ହାଏ ତୋ ପ୍ରେମ, ତୋ ପ୍ରେମ
ହାଏରେ ମୋତେ ସାରିଦେଲାରେ
ହାଏ ତୋ ପ୍ରେମ, ତୋ ପ୍ରେମ
ହାଏରେ ମୋତେ ସାରି, ସାରି
ହାଏରେ ମୋତେ ସାରି, ସାରି
ହାଏରେ ମୋତେ ସାରିଦେଲାରେ
(you got a heart of me, desp+cito)
ସପନେ ଆସୁଛୁ, ସପନେ ହସୁଛୁ, ସପନେ ଋଷୁଛୁ ତୁ
ହାଏରେ ମରିଯାଏ ମୁଁ
ମେଘର ଦୋଳିରେ, ଫୁଲର ଥାଳିରେ ଛୁଇଁଦେଇ ଯାଉ ତୁ
ହାଏ ରେ ମରିଯାଏ ମୁଁ
ଭିଜା+ଭିଜା ମନ ମହୁଝରା ଦିନ
କହେ କେତେ କଥା କିବା ରାତି ଦିନ
ଝରୁଛି ଝୁରୁଛି ମୁଁ ଦିନ+ରାତି ତୋ ପାଇଁ ରେ
ହାଏ ତୋ ମନ, ତୋ ମନ
ମୋତେ ଚିରି ଦେଲାରେ
ହାଏ ତୋ ମନ, ତୋ ମନ
ହାଏରେ ମୋତେ ଚିରି, ଚିରି
ହାଏରେ ମୋତେ ଚିରି, ଚିରି
ହାଏରେ ମୋତେ ଚିରି ଦେଲାରେ
Random Lyrics
- tysm - concrete lyrics
- yung axstn - eyes lyrics
- cosmo's midnight - idaho lyrics
- hessa gayatri - love is peace not war lyrics
- pearl jam - why go (2008 brendan o'brien mix) lyrics
- innova - please don't prove me wrong lyrics
- heylog - ice cold hands lyrics
- toobrokeforfiji - 2broke4fiji lyrics
- dayton james - belong to me lyrics
- bill & doree post - if he were in his teens lyrics