udit narayan - man jane mora papa lyrics
ମନ ଜାଣେ ମୋର ପାପ ରେ କାଳିଆ
ମନ ଜାଣେ ମୋର ପାପ
ମନ ଜାଣେ ମୋର ପାପ ରେ କାଳିଆ
ମନ ଜାଣେ ମୋର ପାପ
ସେ ମନ ନେଇ ତୋର ପାଶେ ଯାଇ
ସେ ମନ ନେଇ ତୋର ପାଶେ ଯାଇ
ଜାଳି ବି କେମିତି ପୁଣ୍ୟ ଦୀପ
ମନ ଜାଣେ ମୋର ପାପ ରେ କାଳିଆ
ମନ ଜାଣେ ମୋର ପାପ
ମନ ଜାଣେ ମୋର ପାପ ରେ କାଳିଆ
ମନ ଜାଣେ ମୋର ପାପ
ପୁଣ୍ୟ ନୀଳାଚଳ ପୁଣ୍ୟର ଦେଉଳେ
ଦିଅଁ ତୁହି ମହା ପୁଣ୍ୟ
ପାପ ଦୁନିଆରେ ଏ ପାପ ଶରୀରେ
ମହାପାପୀ ମୁଁ ନଗଣ୍ଯ
ଜାଣିନାହିଁ ମୁହିଁ
ଜାଣିନାହିଁ ମୁହିଁ
କେଉଁ ଜନମର
ମୋ ପାଇଁ ଅଟେ ଅଭିଶାପ
ମନ ଜାଣେ ମୋର ପାପ ରେ କାଳିଆ
ମନ ଜାଣେ ମୋର ପାପ
ମନ ଜାଣେ ମୋର ପାପ ରେ କାଳିଆ
ମନ ଜାଣେ ମୋର ପାପ
ଏ ପାପ ତୁଣ୍ଡରେ ତୋ ବଡ ଦାଣ୍ଡରେ
ପାରି ନାହିଁ ତୋତେ ଡାକି
ମୋ ପାପ ଆଖିକୁ ତୋ ଚକା ଆଖି ରେ
ମିଶାଇନି ଦିନେ ଦେଖି
ବାର ଦ୍ଵାର ବୁଲି
ବାର ଦ୍ଵାର ବୁଲି
ମନେ ମନେ ଖାଲି
କରୁଛି ଆଜି ମୁଁ ଅନୁତାପ
ମନ ଜାଣେ ମୋର ପାପ ରେ କାଳିଆ
ମନ ଜାଣେ ମୋର ପାପ
ମନ ଜାଣେ ମୋର ପାପ ରେ କାଳିଆ
ମନ ଜାଣେ ମୋର ପାପ
ସେ ମନ ନେଇ ତୋର ପାଶେ ଯାଇ
ସେ ମନ ନେଇ ତୋର ପାଶେ ଯାଇ
ଜାଳି ବି କେମିତି ପୁଣ୍ୟ ଦୀପ
ମନ ଜାଣେ ମୋର ପାପ ରେ କାଳିଆ
ମନ ଜାଣେ ମୋର ପାପ
ମନ ଜାଣେ ମୋର ପାପ ରେ କାଳିଆ
ମନ ଜାଣେ ମୋର ପାପ
ରେ କାଳିଆ
ମନ ଜାଣେ ମୋର ପାପ
ରେ କାଳିଆ
ମନ ଜାଣେ ମୋର ପାପ
Random Lyrics
- kalash - god knows lyrics
- spendtime palace - think its yours lyrics
- toon - run up a check lyrics
- lytespeed - chopyrical cypher i lyrics
- snow tha product - nuestra canción pt. 2 lyrics
- trio salta - bajo las nubes (en vivo) lyrics
- antônia gomes - playback lyrics
- karnamereka - biar jadi cerita lyrics
- trashh kane - agartha lyrics
- tom walker - leave a light on lyrics