azlyrics.biz
a b c d e f g h i j k l m n o p q r s t u v w x y z 0 1 2 3 4 5 6 7 8 9 #

humane sagar – mo prema saswata lyrics

Loading...

ମୁଁ ତୋ ଟେ ଆଜିବି ତୋ ଦିଲ୍ ଦିୱାନା
ଦୁରେଇଲୁ ମୋ ଠାରୁ କାହିଁ ଜାଣେନା
ମୁଁ ତୋ ଟେ ଆଜିବି ତୋ ଦିଲ୍ ଦିୱାନା

ଦୁରେଇଲୁ ମୋ ଠାରୁ କାହିଁ ଜାଣେନା

ଯେବେଦେଖି ଡରିବୁ ତୁ କାଚ ଆଇନା
ମୁହିଁ ଥିବି ତୋ ରାସ୍ତାର ଶେଷ ଠିକଣା

ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା

କଥା ଥିଲା ଆମ, ଜିଇଁବାନି କେବେ
ଦୁହେଁ ଦୁହିଁଙ୍କର ବିନା
ମନେପଡେ ମୋର ସେଇ କଥା ଆଜି
ଭୂଲିଗଲୁ ତୁ ସିନା

କଥାଥିଲା ଆମ, ଜିଇଁବାନି କେବେ
ଦୁହେଁ ଦୁହିଁଙ୍କର ବିନା
ମନେପଡେ ମୋର ସେଇ କଥା ଆଜି
ଭୂଲିଗଲୁ ତୁ ସିନା
ମନେ ତୋର ଭରିଗଲା କାହିଁ ଛଳନା
ଅଧାବାଟେ ଛାଡ଼ି ମୋତେ ଦେଲୁ ମୋତେ ଯନ୍ତ୍ରଣା

ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା

କେହି ଯଦି କେବେ ତୋ ହୃଦୟ ଭାଙ୍ଗି
ଦେଇଦେଵ ତୋତେ ଧୋକା
ଫେରି ଆସିବୁ ତୁ ପାଖକୁ ମୋର
ଯିଇଁ ବୁନି ଜମା ଏକା

କେହି ଯଦି କେବେ ତୋ ହୃଦୟ ଭାଙ୍ଗି
ଦେଇଦେଵ ତୋତେ ଧୋକା
ଫେରି ଆସିବୁ ତୁ ପାଖକୁ ମୋର
ଯିଇଁ ବୁନି ଜମା ଏକା
ମୋତେ ଯାହା କହୁ ପଛେ ଏଇ जमाना
ମୁଁ ଅଟେ ଆଜି ବି ତୋ ଦିଲ୍ ଦିୱାନା

ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା
ମୋ ପ୍ରେମ ସାସ୍ୱତ, ତୁ କି ଜାଣୁନା



Random Lyrics

HOT LYRICS

Loading...